Utkalika

image

News

ଏକାଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା

imageଭାରତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସମଗ୍ର ବିଶ୍ୱରେ ଅନନ୍ୟ ଏହି ବିପୁଳ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଗୋଟିଏ ସ୍ଥାନରେ ଉପଲବ୍ଧ କରାଇବା ସହ ବୁଣାକାର ଓ କାରିଗରମାନଙ୍କ ମଧ୍ୟରେ ଭାବ ବିନିମୟ, ଉପଯୁକ୍ତ ବଜାର ସୃଷ୍ଟି ତଥା ଗ୍ରାହକ, ଦର୍ଶକ ଓ ପର୍ଯ୍ୟଟକମାନଙ୍କୁ ଆମ ଦେଶର ମୌଳିକ କଳା ସଂସ୍କୃତି ପ୍ରତି ଆକୃଷ୍ଟ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଉଦ୍ଘାଟିତ ହୋଇଛି ଏକାଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା। ଆଜି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଥିବା ଏହି ମେଳା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଚଳିତ ବର୍ଷ ମେଳାରେ ହସ୍ତତନ୍ତ ହସ୍ତଶିଳ୍ପ ଫୁଡ୍କୋର୍ଟ, ସରକାରୀ ଅନୁଷ୍ଠାନ ଆଦିକୁ ମିଶାଇ ପ୍ରାୟ ୪୦୦ ଷ୍ଟଲ୍ ଖୋଲାଯାଇଛି । ଓଡ଼ିଶାର ପିପିଲି ପ୍ରସିଦ୍ଧ ଚାନ୍ଦୁଆ କାମକୁ ନେଇ “ଅପ୍ଲିକ୍ ଇନ୍ ଫେଶନ’ ଥିମ୍ ପ୍ୟାଭିଲିଅନର ପରିକଳ୍ପନା କରାଯାଇଛି । ଓଡ଼ିଶା ସମେତ ୨୫ଟି ରାଜ୍ୟରୁ ୩୫୦ରୁ ବୁଣାକାର ଓ କାରିଗର ଅଂଶଗ୍ରହଣ କରିଛନ୍ତି ।

5th evening of 11th Tosali National Craft Mela

imageIndian handicraft and handloom products have created a unique postion in globe.The 11th Tosali Nationala Craft mela which held on at Janata Maidan is well decorated with our handloom and handicrafts products from diffrent parts of India. In the 5th evening of 11th Tosali Mela a fashion show was organised by Utkalika with co-odination of NIFT.Models walking on the ramp wearing ethnic dresses and sarees like painting saree,silk saree,cotton saree,Khandua saree,cotton salwar,silk salwar, pattachitra saree,Odisha's serimonial,Odisha's formals with triabal collection. The presence of Arati Ahuja,Principal Secretary,Dept.of Tourism,Manoj Ahuja ,Principal Secretary,Dept of Agriculture & Farmer's Empowerment, Depatmental Secretary Chitra Arumugam,Gayatri Patnaik ,MD,Utkalika,our articians,designers and viewers make the evening melodious.

Felicitation to Eminent Artisans @Ganesh Mahotsav , Jaydev Bhawan

image

Annual General body Meeting of Kalinga Handicrafts Ind. C.S.Ltd.

image

Inaugural occasion of Utkalika Exhibition@ Banei

image

Utkalika